Sunday, 19 April 2026

କାହିଁଗଲେ ଶ୍ରୀରାଧା ଚିତ୍ତ ଚୋର ମୁରଲୀ ଫୁଙ୍କା

କାହିଁଗଲେ ଶ୍ରୀରାଧା ଚିତ୍ତ ଚୋର ମୁରଲୀ ଫୁଙ୍କା ବାଇଶିଟି ପାହାଚ ଚଢି ଓହ୍ଲେଇକି ନଇଁଲା ଅଣ୍ଟା ଦେହ ମନ ବୁଦ୍ଧି ଅଶେଷ ଖୋଜିକି ନ ପାଇଲେ ଭାଗବତ ବୋଲେ ହୋଇଥିବେ ଭାବରେ ଥୁଣ୍ଟା

No comments:

Post a Comment