Sunday, 19 April 2026

ଅରକ୍ଷିତକୁ ନିରନ୍ତର ଦଇବ ସାହା

ଅରକ୍ଷିତକୁ ନିରନ୍ତର ଦଇବ ସାହା ଅଧମ ପାତକୀ ରାମକୁ ଚଉବାହା ପଶୁ ପକ୍ଷୀଙ୍କୁ ନୀଳ ଆକାଶ କୋଳ ଅଜ୍ଞାନୀ ରାମକୁ ବଂଶୀଧର ନାଆ

No comments:

Post a Comment