A flower with 4 petals
Friday, 17 April 2026
ତୁମ୍ଭେ ସମ୍ପୂର୍ଣ୍ଣ ଯେମିତି କୁମାର ପୂର୍ଣ୍ଣିମା ଜହ୍ନ
ତୁମ୍ଭେ ସମ୍ପୂର୍ଣ୍ଣ ଯେମିତି କୁମାର ପୂର୍ଣ୍ଣିମା ଜହ୍ନ ତୁମ୍ଭେ ସମ୍ପୂର୍ଣ୍ଣ ଯେମିତି ଉଷାର ବାଳ ଅରୁଣ ତୁମ୍ଭେ ସମ୍ପୂର୍ଣ୍ଣ ଯେମିତି ଅନନ୍ତ ଶୟନ ବିଷ୍ଣୁ ମୋ ଅପୂର୍ଣ୍ଣ ଆତ୍ମା ସଦା ଝୁରେ ଛନ୍ଦା ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment