A flower with 4 petals
Friday, 17 April 2026
ସୁଖ ଦୁଃଖ ଉଭୟ ଫଳକୁ ଭୁଞ୍ଜୁ ଭୁଞ୍ଜୁ
ସୁଖ ଦୁଃଖ କରମ ଫଳକୁ ଭୁଞ୍ଜୁ ଭୁଞ୍ଜୁ ବ୍ରହ୍ମଦାରୁ ମୂଳକୁ ନ ଦେଲି ମୂଢ଼ ଦୃଷ୍ଟି ଚକାଡୋଳା ଅପଲକ ବ୍ରହ୍ମାନନ୍ଦ ଘନ ସମଦର୍ଶୀ ଶ୍ରୀମଧୁସୂଦନ କରୁଣା ବୃଷ୍ଟି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment