A flower with 4 petals
Wednesday, 1 April 2026
ତୁମ୍ଭେ ଦେଇଛ ଜହ୍ନି କଖାରୁକୁ ଉଚ୍ଚ ମଞ୍ଚା
ତୁମ୍ଭେ ଦେଇଛ ଜହ୍ନି କଖାରୁକୁ ଉଚ୍ଚ ମଞ୍ଚା ଚମ୍ପାକୁ ସୁବାସିତ ବିମଳ ସ୍ବର୍ଣ୍ଣ ଦେହ କଞ୍ଚା ହେ ରୁକ୍ମଣୀ ହୃଦ ହେ ପାଣ୍ଡଵ ପ୍ରାଣ ବାୟୁ ତୁମ୍ଭ ଛନ୍ଦା ଚରଣେ ଥୋଇ ରାମକୁ ବଞ୍ଚା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment