Wednesday, 8 April 2026

ବ୍ରହ୍ମାଣ୍ଡ ଜନନୀ କମଳା ତୋହର ହୃଦୟରେ

ବ୍ରହ୍ମାଣ୍ଡ ଜନନୀ କମଳା ତୋହର ହୃଦୟରେ ଏଣୁ ହେ ଶ୍ରୀଗୋବିନ୍ଦ ହୃଦୟ ଏଡ଼େ ବିଶାଳ ବ୍ରହ୍ମଦାରୁ କୋରଡ଼ରେ ଆତ୍ମାକୁ ଲୁଚେଇଲି ପାହି ପାହି ମହାବାହୁ ଗୋଡ଼ାଇଛି କର୍ମ ଫଳ

No comments:

Post a Comment