Wednesday, 8 April 2026

ମଉଳିଲା ବଉଳ ଝାଉଁଳିଲା ତୁଳସୀ

ମଉଳିଲା ବଉଳ ଝାଉଁଳିଲା ତୁଳସୀ ଘୋରା ଚନ୍ଦନ ଶୁଖିଲା ହେ ଅଧାଗଢା ବାଲ୍ୟ କିଶୋର ଯୁବା ଯାଇ ବାର୍ଦ୍ଧକ୍ୟ କୋକେଇ ସଜ ହେଲାଣି ପାଦ ବଢ଼ା

No comments:

Post a Comment