Tuesday, 14 April 2026

ରୁକ୍ମଣୀ ହୃଦୟ କୃଷ୍ଣମୟ ଏହି ଅଖିଳ ବ୍ରହ୍ମାଣ୍ଡ

ରୁକ୍ମଣୀ ହୃଦୟ କୃଷ୍ଣମୟ ଏହି ଅଖିଳ ବ୍ରହ୍ମାଣ୍ଡ ଭାଗବତ ମୁଖୁଁ ଶୁଣି ଜୀବନ ହୋଇଲା ଧନ୍ୟ ଛନ୍ଦା ପାଦରେ ଶିର ରଖିବାକୁ ମନାସିଛି ମୁହିଁ ଷଢ଼ ରିପୁ ତାଡ଼ି ହୃଦୟ କରିଅଛି ଅତି ଶୁନ୍ୟ

No comments:

Post a Comment