Tuesday, 14 April 2026

ମୋତେ ଚିହ୍ନି ଜାଣିକି ସମାନ ସମଦର୍ଶୀ ହେଲ

ମୋତେ ଚିହ୍ନି ଜାଣିକି ସମାନ ସମଦର୍ଶୀ ହେଲ ହେ ଚକାଡୋଳା ଟିକେ ପାଖକୁ ଡ଼ାକିଲ ନାହିଁ ଚାଲ ଚାଲ ବୋଲି ତୁମ୍ଭ ପଣ୍ଡା ଠେଲିଦେଲେ ଆଖି ଆଖିରେ ମିଶାଇ କାନ୍ଦୁଥିଲି କଇଁ କଇଁ

No comments:

Post a Comment