Thursday, 9 April 2026

ବ୍ରହ୍ମାନନ୍ଦରେ ପରିପୂର୍ଣ୍ଣ ହୋଇ ଉଛୁଳେ ବୈକୁଣ୍ଠ

ବ୍ରହ୍ମାନନ୍ଦରେ ପରିପୂର୍ଣ୍ଣ ହୋଇ ଉଛୁଳେ ବୈକୁଣ୍ଠ ଆଞ୍ଜୁଳାଏ ଦେଲେ ମା କମଳା କରିବେ ଭରଣା ଚରଣେ ଆଶ୍ରୟ ଦେଲେ ସରିଯିବ କି ବ୍ରହ୍ମଦାରୁ କଳା ବାମନ ତ୍ରିପାଦ ଅଖିଳ ବ୍ରହ୍ମାଣ୍ଡ ଆଭରଣା

No comments:

Post a Comment