A flower with 4 petals
Thursday, 9 April 2026
ତୁମ୍ଭଙ୍କୁ କେତେ ଡାକିଲି ନ ଶୁଣିଲ ଅଧାଗଢା
ତୁମ୍ଭଙ୍କୁ କେତେ ଡାକିଲି ନ ଶୁଣିଲ ଅଧାଗଢା ହରି ରାମ କୀର୍ତ୍ତନକୁ କଲି ମୋର ଗଳାମାଳି କେବେ ନା କେବେତ ଅବଶ୍ୟ ଆସିବ ଆଶା ସୁମନ ବୋଲେ ବଡ ଦୟାଳୁ କରୁଣା ଥାଳି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment