Tuesday, 14 April 2026

ଶ୍ରୀରାଧା ପ୍ରେମ ଗୋବିନ୍ଦ ଆନନ୍ଦ ଜଳଦ

ଶ୍ରୀରାଧା ପ୍ରେମ ଗୋବିନ୍ଦ ଆନନ୍ଦ ଜଳଦ ମୁଁ ମୂଢ଼ ସଂସାରଟିଏ ଅତି ତୃଷାର୍ତ୍ତ ଚାତକ ଏହି ଜୀଵନରେ ଭେଟ ହୋଇବ କି ନାହିଁ ହେ ଅଧାଗଢା ଦେଖି କୁହନ୍ତୁ ମୋ ଜାତକ

No comments:

Post a Comment