Tuesday, 14 April 2026

ତୁମ୍ଭ ଭୁଜ ତଳେ ହେ ମହାବାହୁ

ତୁମ୍ଭ ଭୁଜ ତଳେ ହେ ମହାବାହୁ ପ୍ରଶାନ୍ତି ନିଳୟ କୋଟିଏ ବସନ୍ତ ଜୀବନ ଜଞ୍ଜାଳ ରୌଦ୍ର ଉତ୍ତାପ ଛାୟାକୁ ଡାକ ହେ କୃପା ଅନନ୍ତ

No comments:

Post a Comment