Saturday, 11 April 2026

ଆଲୋ ଆତ୍ମା ଶାରୀ କାହିଁକି ଏଡ଼େ ଆତୁରେ ରଟୁ

ଆଲୋ ଆତ୍ମା ଶାରୀ କାହିଁକି ଏଡ଼େ ଆତୁରେ ରଟୁ ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ କୃଷ୍ଣ କୁଳ ବୁଡ଼ା ହୃଦ ତୋଡ଼ା ରାମ ଜାନକୀ ତଡା ପ୍ରତୟ ହୁଏନା ଚର୍ମ ଚକ୍ଷୁରେ ଦେଖିବୁ ଦାରୁବ୍ରହ୍ମ

No comments:

Post a Comment