Monday, 13 July 2026

ମହାବାହୁଙ୍କର ସୂର୍ଯ୍ୟ ଚନ୍ଦ୍ର ଚକାଡୋଳା

ମହାବାହୁଙ୍କର ସୂର୍ଯ୍ୟ ଚନ୍ଦ୍ର ଚକାଡୋଳା ଆଉ କିବା ଅଛପା ରହିବ ମୋର ପାପ ଛନ୍ଦା ପାଦରେ ଅଭୟ ଦେବ ଜଗନ୍ନାଥ ମୁହିଁ ଅଜ୍ଞାନ ଶିଶୁ ତୁମ୍ଭେ ମୋ ମା ବାପ

No comments:

Post a Comment