Friday, 24 July 2026

ମହାବିଷ୍ଣୁ ପଞ୍ଚମ ଅବତାର

ମହାବିଷ୍ଣୁ ପଞ୍ଚମ ଅବତାର ହେ ମେଘ କଳା ବାମନ ଚତୃର୍ଦ୍ଧା ବିଗ୍ରହ କୃଷ୍ଣ ବାସୁଦେବ ବ୍ରହ୍ମଦାରୁ ଅଧାଗଢା ଚକାଡୋଳା ଲକ୍ଷ୍ମୀ ନାରାୟଣ ଆଜି ମହାପବିତ୍ର ଆଷାଢ଼ ଶୁକ୍ଳକାମିନୀ ଏକାଦଶୀ ନୀଳାଦ୍ରୀ ବିଜୟ ସିଂହଦ୍ୱାରରେ କାନ୍ଧ ଗାମୁଛା ବିଛେଇଛି ଝାଡ଼ି ଯାଅ ଛନ୍ଦା ଚରଣ

No comments:

Post a Comment