A flower with 4 petals
Friday, 24 July 2026
କିଏ କହିଲା ସେହି ବାସୁଦେବ
କିଏ କହିଲା ସେହି ବାସୁଦେବ ନିର୍ଗୁଣ ନିରାକାର ବ୍ରହ୍ମଦାରୁ ପ୍ରାଣସଖିରେ ସେ କୋଟି କନ୍ଦର୍ପ ଜିଣି ପହଣ୍ଡି ବିଜୟ ବେଶ କିଏ କହିଲା ସେ ବ୍ରହ୍ମ ଅମୁହାଁ ଦେଉଳର ଅପହଞ୍ଚ ଦେବତା ଶିରରେ ରାଘବ ଦାସ ଟାହିଆ ଲକ୍ଷ୍ମୀପତି ସାଧାରଣ ମଣିଷ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment