Monday, 13 July 2026

ସୁଖ ଖୋଜୁ ଖୋଜୁ ଯମ ରାଜାକୁ ଭେଟ

ସୁଖ ଖୋଜୁ ଖୋଜୁ ଯମ ରାଜାକୁ ଭେଟ ଛନ୍ଦା ଚରଣ ଖୋଜୁ ଖୋଜୁ ନୀଳକନ୍ଦର ସତେ କି ତୁମକୁ ଏହି ଚକ୍ଷୁ ଦେଖିବ ନାହିଁ ଏଡ଼େ କପଟି ହେବକି ହେ ଶ୍ୟାମ ସୁନ୍ଦର

No comments:

Post a Comment