Sunday, 12 July 2026

ଦେବାଧିଦେବ ଶଙ୍କର କହନ୍ତି

ଦେବାଧିଦେବ ଶଙ୍କର କହନ୍ତି ପ୍ରାଣପ୍ରିୟା ପାର୍ବତୀ ଗୋ ସୀତା ପତି ରାମ ନାମ ରାଧା କୃଷ୍ଣ ମୁରଲୀ ଅମୃତ ଧ୍ୱନୀ କର୍ଣ୍ଣ ଶୁଣିଲେ ହୃଦୟ କମଳା କଳିକା ପାଖୁଡା ଖୋଲେ ତୁଣ୍ଡେ ଦେଲେ କେଶର ରେଣୁ ନାରଦ ବୀଣା ହୁଏ ତୁନି

No comments:

Post a Comment