Sunday, 12 July 2026

ଧର୍ମ ଅର୍ଥ କାମ ମୋକ୍ଷ କିବା ହେବ

ଧର୍ମ ଅର୍ଥ କାମ ମୋକ୍ଷ କିବା ହେବ ଆତ୍ମାକୁ ଚାରିରୁ କିଛି ନାହିଁ ଲୋଡ଼ା ଶ୍ରୀକୃଷ୍ଣ ଛନ୍ଦା ଚରଣରେ ଆଶ୍ରା ମିଳୁ ନିଷ୍କାମ ପ୍ରେମରେ ଶୁଝିଦେବି ଭଡା

No comments:

Post a Comment