Monday, 13 July 2026

କାଠ କଣ୍ଢେଇ ଚିତ୍ର ପ୍ରତିମାରେ ଭାବ ଯୋଡିଲି

କାଠ କଣ୍ଢେଇ ଚିତ୍ର ପ୍ରତିମାରେ ଭାବ ଯୋଡିଲି ସତେ କିବା ତୁଣ୍ଡ ଫିଟେଇ ହେବେ ସିଏ କଥା ଅଧାଗଢା ବଢ଼େଇ ଦେବେ ତାଙ୍କ ଛନ୍ଦା ଚରଣ ଏହି ମହାପାପୀ ଅଜ୍ଞାନୀ ରଖିବ ତାହାର ମଥା

No comments:

Post a Comment