Friday 1 March 2024

କମଳା ହସ୍ତରେ କମଳ

ମାଆ ପଦ୍ମାଳୟା ଗଳାରେ କମଳର ମାଳା ମାଆ ଶାରଦା ଗଳାରେ ମାଳା ରଜନୀ ଗନ୍ଧା ମାଆ କନକ ଦୁର୍ଗା ଗଳାରେ ମନ୍ଦାର ମାଳା ମହାନନ୍ଦରେ ତିନି ମାତା ଗାୟତ୍ରୀରେ ବନ୍ଧା

No comments:

Post a Comment