Monday, 4 March 2024

ଯାହାକୁ ଯାହା ବାଢି ଦେଇଛୁ ମା

ଯାହାକୁ ଯାହା ବାଢି ଦେଇଛୁ ମା ଶ୍ୟାମା ଗୋ ମନ ସନ୍ତୋଷେ ଭୁଞ୍ଜନ୍ତି ସୃଷ୍ଟିର ସକଳ ପ୍ରାଣୀ ମୋର ଲାଗି ବାଢି ଦିଅ ଶ୍ୟାମ ପାଦରେ ଭକ୍ତି ମନ ମୋର ଝୁରେ ତୋର ଭାଇ ବେଣୁ ପାଣି

No comments:

Post a Comment