Thursday 14 March 2024

ଅମାବାସ୍ୟା ରାତିରେ ଉଦୟ ହୁଏ ପୁର୍ଣିମାର ଇନ୍ଦୁ

ଅମାବାସ୍ୟା ରାତିରେ ଉଦୟ ହୁଏ ପୁର୍ଣିମାର ଇନ୍ଦୁ ହେ ଗୋବିନ୍ଦ ହେ ଗୋବିନ୍ଦ ଯାହାକୁ ହେଉ ସଦୟ ଗରୁଡ ପଛରେ ମୁଁହି ନିଜେ ନିଜ ଆଖିରେ ଦେଖିଛି ହେ ଗୋବିନ୍ଦ ହେ କୃଷ୍ଣ ତୋ କେଡେ ବିଶାଳ ହୃଦୟ

No comments:

Post a Comment