Sunday 10 March 2024

ତୁହି ଯାହାକୁ କରୁ କରୁଣା ମାଆ ଗୋ

ତୁହି ଯାହାକୁ କରୁ କରୁଣା ମାଆ ଗୋ ତୁହି ଯାହାକୁ କୋଳକୁ ନେଉ ଆଉଜି ସେ ମହାତ୍ମା ନୟନ ଜଳରେ ଭାସଇ ଶୁଣି ତରେ ରୁଣୁ ଝୁଣୁ ପାଦର ପାଉଁଜି

No comments:

Post a Comment