Saturday 9 March 2024

ନାରୀଙ୍କ ମଧ୍ୟରେ ତୁହି କିଶୋରୀ କନ୍ୟା

ନାରୀଙ୍କ ମଧ୍ୟରେ ତୁହି କିଶୋରୀ କନ୍ୟା ଦର୍ଶନ ମଧ୍ୟରେ ମା ଗୋ କରୁଣା ବନ୍ୟା ଅଭୟ ଦାୟିନୀ ମାଆ ଦୁର୍ଗତି ନାଶିନୀ ସର୍ବ ଅବତାର ଜନନୀ ତୁ ମା ଅନନ୍ୟା

No comments:

Post a Comment