Saturday 16 March 2024

କେମିତି ସହୋଦରୀ ସଞ୍ଚିଲୁ ଏଡ଼େ ମହା ପୂଣ୍ୟ

କେମିତି ସହୋଦରୀ ସଞ୍ଚିଲୁ ଏଡ଼େ ମହା ପୂଣ୍ୟ ମା ଭବାନୀ ନିଜ ବାହୁ ପ୍ରସାରି ନେଲା କୋଳେ ମର ଶରୀର ବହି ଦର୍ଶନ ସ୍ପର୍ଶନ ସମ୍ଭାଷଣ ସୁଖ ସୂର୍ଯ୍ୟ ଚନ୍ଦ୍ର ନୟନୀକୁ ଦେଖିଲୁ ନିଜେ ଡୋଳେ

No comments:

Post a Comment