Wednesday 13 March 2024

ସକଳ ନାମରେ ତୋ ସୁଧା ଉଛୁଳେ

ପ୍ରତିଟି ନାମରୁ ତୋ ଅମୃତ ଉଛୁଳେ ଗୋବିନ୍ଦ ହେ କେଉଁ ନାମକୁ ଜପିବି ପ୍ରତିଟି ପଥରେ ବ୍ରହ୍ମଦାରୁର ଛାୟା ଗୋବିନ୍ଦ ହେ କେଉଁ ପଥେ ଚଳିବି

No comments:

Post a Comment