Tuesday 5 March 2024

ମୁଁହି ହେଲେ ତୃଷାର୍ତ୍ତ ପଥିକଟିଏ

ମୁଁହି ହେଲେ ତୃଷାର୍ତ୍ତ ପଥିକଟିଏ ତୁମେ ହିଁ ପଥ ଧାରେ କୂପ ଜଳ ମୁଁହି ହେଲେ ଖାଲି କଳସିଟିଏ ତୁମେ ଦଉଡ଼ିରେ ଟାଣିବା ବଳ

No comments:

Post a Comment