Tuesday 19 March 2024

ଯେଉଁ ଆତୁରତାରେ ଜନକ ଜନନୀ ଡାକନ୍ତି

ଯେଉଁ ଆତୁରତାରେ ଡାକନ୍ତି ଜନକ ଜନନୀ ସନ୍ତାନର ସନ୍ତାପ ବ୍ୟଥିତ କଲେ ତାଙ୍କ ପ୍ରାଣ ସେହି ପ୍ରକାର ଆତୁରତା ଦିଅ ହେ ଜଗନ୍ନାଥ କାଳିଦଳା ପଦ୍ମ ପାଦରେ ମନ ରହୁ ଅନୁକ୍ଷଣ

No comments:

Post a Comment