Sunday, 3 March 2024

ରୋଗ ଶୋକ କ୍ରୋଧ ମୋହରେ ପୀଡିତ ଶରୀର

ରୋଗ ଶୋକ କ୍ରୋଧ ମୋହରେ ପୀଡିତ ଶରୀର ମା ଜଗଜ୍ଜନନୀ ଗୋ ନ ଜାନାମୀ ମନ୍ତ୍ର ତନ୍ତ୍ର ଭକ୍ତି ନିଜ ବାଡ଼ି ମନ୍ଦାରଟିଏ ଦେଲି ତୋ ପାଦ ପଦ୍ମରେ ମା ଜଗଜ୍ଜନନୀ ଗୋ ଅଭାବ କରିବୁ ପତିତ ଆର୍ତ୍ତି

No comments:

Post a Comment