Monday 11 March 2024

ସଚରାଚରକୁ ଯତନେ ଗୁନ୍ଥିଛୁ ମମତାରେ

ସଚରାଚରକୁ ଯତନେ ଗୁନ୍ଥିଛୁ ମମତାରେ ସଚରାଚରକୁ ଦେଖୁ ଅପଲକ ସମତାରେ ତୁମର ବଂଶୀଧର ରୂପ ଏଡ଼େ ଯେ ମଧୁର ଦର୍ଶନ ସ୍ପର୍ଶନ ସମ୍ଭାଷଣକୁ ଝୁରେ ଆତୁରେ

No comments:

Post a Comment