Tuesday 12 March 2024

ବାଳ ଅରୁଣ ତୋର ମଥା ସିନ୍ଦୁର ଟୋପା

ବାଳ ଅରୁଣ ତୋର ମଥା ସିନ୍ଦୁର ଟୋପା ମାଆ ଗୋ ଶଶୀ ତୋର ପାଦର ପାଉଁଜି କରୁଣା ସରଣୀ ସର୍ବ ସନ୍ଦେହ ନିବାରିଣୀ ମା ଥରୁଟେ ନିଅ ତୋ କୋଳକୁ ଆଉଜି

No comments:

Post a Comment