Thursday 21 March 2024

ଚଉଁରାରେ ତୁଳସୀ ଝୁରି ଝୁରି ମଲା

ଚଉଁରାରେ ତୁଳସୀ ଝୁରି ଝୁରି ମଲା ସପ୍ତାହଟିଏ ମୁଁ ରହିଗଲି ବନ୍ଧୁ ଘରେ ଚକାଡୋଳା ସ୍ୱପ୍ନରେ ଆସି କହିଲେ ସୁମତି ମୋ ଦିନ ବିତେ ଉପାସରେ

No comments:

Post a Comment