Sunday 10 March 2024

ଦୁଷ୍ଟ ପାଇଁ ସିନା ତୁହି ମା କାଳୀ କରାଳୀ

ଦୁଷ୍ଟ ପାଇଁ ସିନା ତୁହି ମା କାଳୀ କରାଳୀ ମୁଣ୍ଡ ଛିଣ୍ଡାଇ ତୁହି ମା ଲମ୍ଵାଉ ଗଳାରେ ଶିଷ୍ଟ ପାଇଁ ସିନା ତୁହି କୋଟି ମା ସ୍ନେହ ପଣତରେ ଢ଼ାଙ୍କୁ ମା ଶୁଆଇ କୋଳରେ

No comments:

Post a Comment