Thursday 7 March 2024

ଜୀବନ ଚଲା ବାଟରୁ ପାଇଲି ଏକ ମୁଦ୍ରା

ଜୀବନ ଚଲା ବାଟରୁ ପାଇଲି ଏକ ମୁଦ୍ରା ଏକ ପାଖରେ କୃଷ୍ଣ ଏକ ପାଖରେ ରାଧା ମୁଦ୍ରାଟି ଲୁଚେଇଲି ମୋ ହୃଦୟ ପଦ୍ମରେ ଦୁହେଁ ଦୁଃଖକୁ ବାଣ୍ଟିନେଲେ ଅଧା ଅଧା

No comments:

Post a Comment