Monday 18 March 2024

ହରି ହରି ହରି ନାମ ଜପକୁ କିଏ ସରିକି

ହରି ହରି ଶ୍ରୀହରି ନାମ ଜପକୁ କିଏ ସରିକି ରାମ ରାମ ରାମ ନାମ ଜପକୁ କିଏ ସରିକି ହରେ କୃଷ୍ଣ ହରେ ରାମ ଜପ ଛଣା ପିୟୁଷ ହୃଦୟ କମଳରେ ଜପ ଜପ ରାମ ହରିକି

No comments:

Post a Comment