Sunday 17 March 2024

ପକ୍ଷୀ କାକଳିରେ ତୋର ଯଶ

ପକ୍ଷୀ କାକଳିରେ ତୋର ଯଶ ପୁର୍ଣିମା ଇନ୍ଦୁରେ ତୋର ହସ ଉଷା ପଦ୍ମରେ ତୋ ସୌରଭ ତୋ ଅଭୟ ପାଦ ମୋ ବାସ

No comments:

Post a Comment