Tuesday 12 March 2024

ଆହାଃ କେଡେ ସେ ଉଦାର ପାଣ୍ଡଵଙ୍କ ସଖା

ଆହାଃ କେଡେ ଉଦାର ସେ ପାଣ୍ଡଵଙ୍କ ସଖା ଥରେ ଭେଟିଲେ କୋଟି ତୀର୍ଥ ସୁଖକୁ ମଣିବୁ ପ୍ରତି କ୍ଷଣ ଅନୁକ୍ଷଣ ହେବ ଶୁଭ ଆରତି ବେଳ ତା ଅମୀୟ ଛନ୍ଦା ପାଦକୁ ଦିବସ ନିଶି ଝୁରିବୁ

No comments:

Post a Comment