Sunday 10 March 2024

ତୁହି ଯଦି ନିରାଶ କରିବୁ ଗୋବିନ୍ଦ

ତୁହି ଯଦି ନିରାଶ କରିବୁ ଗୋବିନ୍ଦ ଆଶ୍ରୟ ଲୋଡ଼ିବି ବୈଷ୍ଣବ ଘରେ ବୈଷ୍ଣବଟି ଯଦି ନିରାଶ କରିବେ ଜିପିବି ରାମ ହରେ କୃଷ୍ଣ ହରେ

No comments:

Post a Comment