Friday 8 March 2024

ଅପଲକରେ ତିନି ବ୍ରହ୍ମାଣ୍ଡ ଶୁଭ

ଅପଲକରେ ତିନି ବ୍ରହ୍ମାଣ୍ଡ ଶୁଭ ହୃଦୟରେ ଭକତ ମାଳକୁ ମାଳ ଭୁଜତଳେ ତିନି ବ୍ରହ୍ମାଣ୍ଡ ସନ୍ତୁଷ୍ଟ ଶରଣ କାଳିଆ ତୋ ପାଦ ତଳ

No comments:

Post a Comment