Saturday 16 March 2024

ଦେବକୀ ଗର୍ଭରେ ଓଁ ନମୋ ବାସୁଦେବାୟ

ଦେବକୀ ଗର୍ଭରେ ଓଁ ନମୋ ବାସୁଦେବାୟ ପ୍ରହଲ୍ଲାଦର ସ୍ତମ୍ଭରେ ଓଁ ନମୋ ନାରାୟଣ ଯଶୋଦା କୋଳରେ ଓଁ ନମୋ ବନମାଳୀ ବାତାତ୍ମଜା ହୃଦୟରେ ଓଁ ନମୋ ରାମାୟଣ

No comments:

Post a Comment