Saturday 16 March 2024

ତୋ ଲୀଳା କିର୍ତ୍ତନ ତୋ ଭକତ ତୁଣ୍ଡରେ

ତୋ ଲୀଳା କିର୍ତ୍ତନ ତୋ ଭକତ ତୁଣ୍ଡରେ ଗୋବିନ୍ଦ ହେ ମୋ କର୍ଣ୍ଣକୁ ଛଣା ପିୟୁଷ ଅତି ବୁଢା ହେଲେ ମୁଁହି ଶୁଣି ନ ପାରିବି ଗୋବିନ୍ଦ ହେ ଅଳପ କରି ଦିଅ ଆୟୁଷ

No comments:

Post a Comment