Sunday 17 March 2024

ସକଳ ସୁଖ ସମୟରେ ଦୂରରେ

ସକଳ ସୁଖ ସମୟରେ ତୁମେ ଦୂରରେ ଆଉ ସକଳ ଦୁଖ ସମୟରେ ପାଖରେ ଗୋବିନ୍ଦ ତୁମକୁ ନ ଶୋଭେ ଏ ଛଳନା ଆହାଃ ତୁଳସୀ ଦୟଣା ଯାହା ବକ୍ଷରେ

No comments:

Post a Comment