Sunday 10 March 2024

ନବ ନୀରଦ କାନ୍ତିରେ ପାଟ ପୀତାମ୍ବରୀ

ନବ ନୀରଦ କାନ୍ତିରେ ପାଟ ପୀତାମ୍ବରୀ ଅତି ମଧୁର ଅଧରରେ ବାଜୁଥିବ ବଂଶୀ ତୋର ପାଦପଙ୍କଜକୁ ଜାବୁଡି ଧରିଥିବି ବ୍ରହ୍ମଦାରୁକୁ ଉଡିଯାଉଥିବ ପ୍ରାଣ ହଂସୀ

No comments:

Post a Comment