Friday, 8 November 2024

କଜଳ କଳାଠାରୁତ ଆହୁରି କଳା ସେହି ବଡ ଚକାଡୋଳା

କଜଳ କଳାଠାରୁତ ଆହୁରି କଳା ସେହି ବଡ ଚକାଡୋଳା ନିଇତି କୁଣ୍ଢାଏ ତେଣୁ କି ଏଡ଼େ ଅନ୍ଧାର ମୋର ଚଲା ବାଟ କୋଟି ବିଶ୍ୱବ୍ରହ୍ମାଣ୍ଡରୁ ଆହୁରି ଅଧିକ ବିଶାଳ ତାହାର ବକ୍ଷ ନିଇତି ଚାହେଁ ତେଣୁ କି ଏଡ଼େ ଜଞ୍ଜାଳ ମୋ ସଂସାର ନାଟ

No comments:

Post a Comment