A flower with 4 petals
Friday, 8 November 2024
ଅଖିଳ ବ୍ରହ୍ମାଣ୍ଡ ଆସରା କରନ୍ତି ଯେଉଁ ମହାବାହୁ ଛାୟାକୁ
ଅଖିଳ ବ୍ରହ୍ମାଣ୍ଡ ଆସରା କରନ୍ତି ଯେଉଁ ମହାବାହୁ ଛାୟାକୁ ସେହି ଦିଅଁ ଅଧାଗଢା ଗୋପନ କଲେ ନିଜ ହାତ ପାଦକୁ ଅଖିଳ ବ୍ରହ୍ମାଣ୍ଡ ଭରଷା କରନ୍ତି ଯେଉଁ ଅପଲକ ନୟନକୁ ସେହି ଦିଅଁ ଅଧାଗଢା ଚୋରି କଲେ ଭକ୍ତର ଚିତ୍ତ ବିତ୍ତକୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment