Friday, 1 November 2024

ତୁହି ହେଲେ ଅମୃତ ସିନ୍ଧୁଟିଏ ହେ ଲକ୍ଷ୍ମୀପତି

ତୁହି ହେଲେ ଅମୃତ ସିନ୍ଧୁଟିଏ ହେ ଲକ୍ଷ୍ମୀପତି ମୋ ଏହି ଦୁର୍ଲଭ ଜୀବନ ଅମୃତ ଠୋପାଟିଏ ଝୁରି ଝୁରି ଝରିପଡ଼େ ତୋର ବେଳା ଭୂଇଁରେ ଏହି ଦୁର୍ଲଭ ଜୀବନ ଅପାଶୋରା ସ୍ମୃତିଟିଏ

No comments:

Post a Comment