Friday, 1 November 2024

ଇନ୍ଦ୍ରିୟଙ୍କୁ ତୋଷିବାକୁ ଦେହକୁ ପୋଷିବାକୁ

ଇନ୍ଦ୍ରିୟଙ୍କୁ ତୋଷିବାକୁ ଦେହକୁ ପୋଷିବାକୁ ମନ ବୁଦ୍ଧି ଯାହା ଯାହା କହିଲେ ସକଳ କଲି କାଷ୍ଠ ପାଷାଣକୁ ପୂଜା କରି ଆୟୁଷ ସରିଲା ଆତ୍ମାର ମଙ୍ଗଳ ଚିନ୍ତାକୁ ବେଳ ନ ପାଇଲି

No comments:

Post a Comment