Monday, 4 November 2024

ଦେହକୁ ବାଇଆ ପାଗଳ କରେ ବୟସ

ଦେହକୁ ବାଇଆ ପାଗଳ କରେ ବୟସ ଅଜ୍ଞାନ କୁସଙ୍ଗ ବୁଦ୍ଧିକୁ କରେ ପଥବଣା ମନ ତୁହି ଇନ୍ଦ୍ରିୟଙ୍କ ପରମ ଚାଟୁକାର ଅଧା ଗଢା ଉଦ୍ଧାରିବେ ତାଙ୍କୁ ହିଁ ଜଣା

No comments:

Post a Comment